Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

4.8  

Dipti lekha Mishra

Others

ବେଙ୍ଗୁଲୀ ନାନୀ

ବେଙ୍ଗୁଲୀ ନାନୀ

1 min
398


ବେଙ୍ଗୁଲୀ ନାନୀ ଲୋ ବେଙ୍ଗୁଲୀ ନାନୀ

ଘରେ ମୋ ରହି ସବୁ ଶିଖିଗଲୁଣି ।

ବର ମୋ ନିଅନ୍ତି ନିତି ନାଲି ପାଣି

ସେ ବୋତଲ ଶୁଙ୍ଘି ତୁ ଜାଣିଗଲୁଣି ।

ମଣିଷ ପରିବାର ହେଉଥିଲା ଛାରଖାର

ତୁ ଶିଖିଲେ ହେବୁ କି ପାରିବାର?

ନିଶାରେ ଆଜି ତୁ ଗଡାପଡା ହେଉଛୁ

ଭଲମନ୍ଦ ବିଚାର ସବୁ ଭୁଲିଯାଇଛୁ ।

ତୋ ବସାଘର ମନେପପଡୁନି ଜମା

ଖରାବ ରଷା ତୋତେ ବାଧୁନି କି'ମା ।

ନର ଜାତି ଠାରୁ ରହ ତୁ ଦୁରରେ

ନହେଲେ ଭାସିବୁ ଭବ ସାଗରେ ।

ବେଙ୍ଗୁଲୀ ନାନୀ ଲୋ ବେଙ୍ଗୁଲୀ ନାନୀ

ବୋତଲ ଧରି ତୁ ଶୋଇଗଲୁଣି ।

ନାଲିପାଣି ଜମା ନୁହଁଇ ଭଲ

କରେ ନାହିଁ ଲୋ ଆଉ ଏମିତି ଭୂଲ୍ ॥


Rate this content
Log in