Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

1.5  

Ram Prasad Bisoi

Others

କେବଳ ସତ୍ୟ--------------------!

କେବଳ ସତ୍ୟ--------------------!

1 min
6.6K


କେବଳ ସତ୍ୟ--------------------!

ସତ୍ୟ----------------------। ଭାରି କଷ୍ଠ , କଟୁ, ଅସହ୍ୟ, ଚାଲି ଥାଏ ନିଜ ପଥରେ ନିଜେ, ନାହିଁ କିଛି ପ୍ରୟୋଜନ ତାକୁ ପ୍ରମାଣିତ , ତା ବାଟରୁ ସେ ନିଜେ କରି ଚାଲେ ସଫା, ଅସତ୍ୟ, ମିଥ୍ୟା, ଦୁରାଚାରିତ, ଲୋଭ, କ୍ରୋଧ, କୁସଂସ୍କାର, ସମୟ ହାତୁଡି ପିଟି ପିଟି ବନାଇ ଦିଏ ଚାରିତ୍ର ଗୁଡିକୁ ସୁସ୍ଵାଦ ଚତୁଆ , ସମ୍ପର୍କ ଭାଙ୍ଗି ଯାଏ, ଗଢି ଉଠେ ନୂଆଁ ଯେ କେତେ , ଶେଷରେ ଜଣେ ଆଗନ୍ତୁକ---------------! ବାହୁ ପ୍ରସାରି କୋଳେଇ ନିଏ ସବୁ ଚରିତ୍ର ଗୁଡିକୁ ଯିଏ ତା ପଥ ର ପଥିକ ସେ ଅପରିଚିତ ଆଗନ୍ତୁକ ଟି କିଏ ? ମିଥ୍ୟା ତ ନୁହେଁ କଦାପି , କେବଳ ସତ୍ୟ------------!

ରାମ ପ୍ରସାଦ ବିଶୋଇ (କାଶ୍ୟପ) ତା-୨୫-୦୫-୧୬,ସକାଳ-୧୧ଟା, ରାୟଗଡ଼ା ।


Rate this content
Log in