Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

4.0  

Dipti lekha Mishra

Others

ଟିକି ପରଜାପତି

ଟିକି ପରଜାପତି

1 min
164



ତୁ କାହା ସପନରେ ଆସୁ ତ

କେବେ କାହା କବିତାରେ ଆସୁ

ହସିଖେଳି ବୁଲୁ ତ ପୁଣି

କାହା ବାଡି ବଗିଚାରେ

ସାଉଁଟି ଆଣୁ କେତେ ଖୁସିର

ବରଷା କାହା ନେତରେ

ତୋର କେତେ ଭାଗ୍ୟ ସତରେ ll

ପରଜାପତିର ଅତୀତଟା କଣ୍ଟା

ହେଲେ ଭଲ ତୋର ବର୍ତ୍ତମାନ

କେତେ ସୁନ୍ଦର ତୁ କେତୂ ମନଲୋଭା

ରହିଯାଉ ସଭିଙ୍କ ମନ ମନ୍ଦିରରେ ॥


Rate this content
Log in