Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Inspirational Abstract Others

2  

Chittaranjan Lenka

Inspirational Abstract Others

ପ୍ରକୃତ ଦାନ

ପ୍ରକୃତ ଦାନ

1 min
6.9K


ସ୍ନେହ ପ୍ରେମ ଜ୍ଞାନ  ଏମିତିକା ଦାନ

ନିହିତ ସଭିଙ୍କ ଠାରେ

ଯେତେ ବିତରଣ   କରିଚାଲ ପଛେ

ଟିକିଏ ହେଲେ ନ ସରେ


ତଥାପି କାହିଁକି   କୁଣ୍ଠା ବୋଧ କର

ପ୍ରଶ୍ନ ଆସଇ ମନରେ

ହେଲେ ଜାଣିରଖ    ଏମିତିକା ଦାନ

ସର୍ବଶ୍ରେଷ୍ଠ ଜଗତରେ



ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


Rate this content
Log in