Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରକୃତ ଦାନ
ପ୍ରକୃତ ଦାନ
★★★★★

© Chittaranjan Lenka

Inspirational Abstract Others

1 Minutes   6.8K    5


Content Ranking

ସ୍ନେହ ପ୍ରେମ ଜ୍ଞାନ  ଏମିତିକା ଦାନ

ନିହିତ ସଭିଙ୍କ ଠାରେ

ଯେତେ ବିତରଣ   କରିଚାଲ ପଛେ

ଟିକିଏ ହେଲେ ନ ସରେ


ତଥାପି କାହିଁକି   କୁଣ୍ଠା ବୋଧ କର

ପ୍ରଶ୍ନ ଆସଇ ମନରେ

ହେଲେ ଜାଣିରଖ    ଏମିତିକା ଦାନ

ସର୍ବଶ୍ରେଷ୍ଠ ଜଗତରେ



ଚିତ୍ତ ରଞ୍ଜନ ଲେଙ୍କା (କଟକ) ©

ଜ୍ଞାନ ସ୍ନେହଁ ମହତ ଦାନ

Rate the content


Originality
Flow
Language
Cover design

Comments

Post


Some text some message..