ଶବ୍ଦବ୍ରହ୍ମ
ଶବ୍ଦବ୍ରହ୍ମ
1 min
6.6K
ତୁମକୁ ଯେବେ ଶବ୍ଦରେ ଖୋଜେ
ତୁମେ ବ୍ରହ୍ମରୂପେ ଥାଅ
ତୁମ ବ୍ରହ୍ମରୂପ ଦର୍ଶନ ମାତ୍ରକେ
ତୁମେ ଶବ୍ଦବ୍ରହ୍ମ ହେଇ ଯାଅ ।।
*** *** ***
ଡଃ ଶିବ ପ୍ରସାଦ ତ୍ରିପାଠୀ
ସ୍ମୃତି ନିଳୟ, ଉଦୟ ନଗର
ଷ୍ଟେସନ ରୋଡ, ବଲାଙ୍ଗୀର (ଓଡିଶା)
shibatripathy262@gmail.com