Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Nanda

Others

3  

Kalyani Nanda

Others

ବର୍ଷାର ସୁର

ବର୍ଷାର ସୁର

1 min
239



ମାଟିର ତୃଷିତ ନୟନ,

ଗରଜୁ ଥିବା, ଚମକୁ ଥିବା ,

ବର୍ଷଣ ମୁଖୀ ବର୍ଷାକୁ ଚାହିଁଥାଏ ।


ବର୍ଷା ଭିଜା ରାତିରେ ,

ଫୁଲ , ପତ୍ର ସବୁ ବର୍ଷାରେ ଭିଜୁ ଥାଏ,

ଟପ୍ ଟପ୍ ଝୁରୁଥିବା ବର୍ଷାରେ ,

ଭିଜୁ ଥିବା ଜୀବନ ମୂର୍ଚ୍ଛନା ତୋଳୁଥାଏ ,

ଆଲିଶାନ ମହଲରେ ।


ଛଣ ଛପର ଘରେ ,

ଯନ୍ତ୍ରଣାର ଆର୍ତ୍ତନାଦରେ ,

ଜୀବନଟା ଗୁମୁରି ଉଠୁଥାଏ ,


ବର୍ଷା କିନ୍ତୁ ବର୍ଷି ଯାଉ ଥାଏ ,

ବେପରୁଆ, ଅମାନିଆ , ଅବୁଝା ସୁରରେ ।




Rate this content
Log in