Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ସଂଳାପ-୪୫

ସଂଳାପ-୪୫

1 min
6.6K


#ଛାଡିଚାଲିଯାଉଛି ***
 
ମୋ ସ୍ୱପ୍ନ ଯେତେ ସବୁ ତୁମ ସ୍ୱପ୍ନ ,
ସ୍ୱପ୍ନ ! 
ତୁମେ ଫେରି ଯାଅ ନାହିଁ, 
ମୋ ପିଲାଙ୍କ ଆଖିରୁ---------!
ବରଂ 
ଦେଇଦିଅ ସବୁ ମୋ ସ୍ୱପ୍ନ 
ସେମାନଙ୍କୁ, 
କିଛି ତ ପାରିନି ଦେଇ 
ସେମାନଙ୍କୁ 
କଂସାଏ ପଖାଳ ଛଡା,
#ଛାଡିଚାଲିଯାଉଛି,
ଘସରା, ଲୋଚରା 
ଛିଣ୍ଡା ଚପଲ ହଳେ 
ସ୍ମୃତିରେ 
ଇନ୍ଦ୍ରଧନୁର ସାତରଙ୍ଗ,
ଶାଢୀ ପିନ୍ଧା ନେଇ
ଅଧ୍ୟାତ୍ମିକତାର
ପ୍ରଣୟ ବଲ୍ଲଭର 
ସ୍ୱେଛାକୃତ ନିର୍ବାସନ ପଥପ୍ରାନ୍ତେ-----!
©®କାଶ୍ୟପ@ରାମବିଶୋଇ,ରାୟଗଦା


Rate this content
Log in