Audio

Forum

Read

Contests

Language


Write

Sign in
Wohoo!,
Dear user,
ସଂଳାପ-୪୫
ସଂଳାପ-୪୫
★★★★★

© Ram Prasad Bisoi

Others

1 Minutes   6.6K    3


Content Ranking

#ଛାଡିଚାଲିଯାଉଛି ***
 
ମୋ ସ୍ୱପ୍ନ ଯେତେ ସବୁ ତୁମ ସ୍ୱପ୍ନ ,
ସ୍ୱପ୍ନ ! 
ତୁମେ ଫେରି ଯାଅ ନାହିଁ, 
ମୋ ପିଲାଙ୍କ ଆଖିରୁ---------!
ବରଂ 
ଦେଇଦିଅ ସବୁ ମୋ ସ୍ୱପ୍ନ 
ସେମାନଙ୍କୁ, 
କିଛି ତ ପାରିନି ଦେଇ 
ସେମାନଙ୍କୁ 
କଂସାଏ ପଖାଳ ଛଡା,
#ଛାଡିଚାଲିଯାଉଛି,
ଘସରା, ଲୋଚରା 
ଛିଣ୍ଡା ଚପଲ ହଳେ 
ସ୍ମୃତିରେ 
ଇନ୍ଦ୍ରଧନୁର ସାତରଙ୍ଗ,
ଶାଢୀ ପିନ୍ଧା ନେଇ
ଅଧ୍ୟାତ୍ମିକତାର
ପ୍ରଣୟ ବଲ୍ଲଭର 
ସ୍ୱେଛାକୃତ ନିର୍ବାସନ ପଥପ୍ରାନ୍ତେ-----!
©®କାଶ୍ୟପ@ରାମବିଶୋଇ,ରାୟଗଦା

ସଂଳାପ-୪୫

Rate the content


Originality
Flow
Language
Cover design

Comments

Post


Some text some message..