Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

4.0  

Dipti lekha Mishra

Others

ମୁକ୍ତି

ମୁକ୍ତି

1 min
288


ଏ ସଂସାରର ମାୟାବନ୍ଧନ

ଏତେ କଷ୍ଟଦେବ

ଯଦି ଆଗରୁ ଜାଣିଥାନ୍ତି

ସଂସାରରେ କେବେ ହୁଅନ୍ତିନି

ସତେ ଜନମ ॥

ଜନମ ଠାରୁ ମରଣ

ଜାଣିଥାନ୍ତି ଯଦି ଏତେ

ଲମ୍ବାରାସ୍ତା ଝୁଣ୍ଟିବା ଆଗରୁ

ଚାଲିବା ହିଁ ଶିଖନ୍ତିନି ॥

ବାହାଘର ଯଦି ନାରୀ ପାଈଁ

ଆଣିବ ଅନେକ ଯାତନା

ବାହାଘର ଠିକ୍ ନ ହେଉଣୁ

କିଛି ଉପାୟ ପାଂଚନ୍ତି ॥


ଦିପ୍ତୀଲେଖା ମିଶ୍ର


Rate this content
Log in