Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Children Stories Inspirational

4.5  

Dr Jharana Satapathy

Children Stories Inspirational

ଛୋଟ ପିଲାଙ୍କ ପାଇଁ ନୀତିବାଣୀ

ଛୋଟ ପିଲାଙ୍କ ପାଇଁ ନୀତିବାଣୀ

1 min
583


କର ନିତ୍ୟକର୍ମ ସଅଳ

ଉଠ ବେଗେ ଚଞ୍ଚଳ 

ଭଲକଥା କର ଶ୍ରବଣ

କର ନାମ ସଂକୀର୍ତ୍ତନ। 

ଭଗବାନଙ୍କୁ କର ବିଶ୍ୱାସ 

କାମ କରୁଥାଅ ହରସ  

ମାତୃଭୂମିକୁ କର ସମ୍ମାନ 

ମା'ଙ୍କୁ କର ନାହିଁ ଅପମାନ ।

ପିତାମାତା ଆମ ଗୁରୁ ଗୁରୁଜନ

କରିବା ଆମେ ତାଙ୍କୁ ସମ୍ନାନ 

ପରିଶ୍ରମ ବଳେ ଅରଜ

ଜମା କରିବାନି କରଜ ।

କର ନିୟମିତ ବ୍ୟାୟାମ 

ସୁସ୍ଥ ରହିଵ ସବୁଦିନ  

ଆମ ସ୍ବାସ୍ଥ୍ୟ ଅଟେ ଆମ ସୁରକ୍ଷା

ରୋଗ କବଳରୁ ଶରୀରଟିକୁ କରିବା ରକ୍ଷା ।

ପରିବେଶ ପ୍ରଦୂଷଣକୁ ରୋକିବା 

ଗଛଟିଏ ଆମେ ଲଗାଇବା  

ଗଛ ଆମର ବଂଧୁଟିଏ

କାଟିବାନି ଆମେ କଦାପି କିଏ  ।

ଘର ଚାରିପଟ ସଫା ରଖିବା 

ସଵୁଜ ସୁନ୍ଦର ଗଢି ତୋଳିବା 

ଆମ ପରିବେଶହସି ଉଠିଵ 

ସଭିଙ୍କ ମୁହିଁରେ ହସ ଭରିବ ।

କାମ ପରେ କାମ କରିବା 

ଜୀବନରେ ଶ୍ରେଷ୍ଠ ବୋଲାଇବା ।  


Rate this content
Log in