Audio

Forum

Read

Contests

Language


Write

Sign in
Wohoo!,
Dear user,
ବର୍ଷା ବୈଶାଳୀ
ବର୍ଷା ବୈଶାଳୀ
★★★★★

© Ram Prasad Bisoi

Others

1 Minutes   1.2K    5


Content Ranking

  • ବର୍ଷା ବୈଶାଳୀ ।

    ବର୍ଷା-----------------! ତମେ ଆସିଗଲା, ସତେ ଯେମିତି ଫେରି ଆସିଲା ପ୍ରକୃତିର ଯୌବନ, ତୁମୋ ସ୍ପର୍ଶରେ ଭିଜି ଗଲା ମାଟି, ଆକାଶ, ପୁଲକିତ ହେଲା, ସବୁଜିମାର ସବୁଜ ଶାଡି ପିନ୍ଧିଲା ପ୍ରକୃତି, ଗ୍ରୀଷ୍ମର ଚାତକ ନିର୍ଭୟରେ ଉଡ଼ିବୁଲିଲା ଆକାଶର ଛାତି ଚିରି,

    ବର୍ଷା- ରହିଗଲେ ହୁଅନ୍ତା ନି କାଳ କୁ କରି ଆକଟ ସାଜନ୍ତା ନି କି ? ଜୀବନ!! ! ଏଠି " ବର୍ଷା ବୈଶାଳୀ" । @କାଶ୍ୟପ, ସନ୍ଧ୍ୟା-୬ ଟା ତା-୦୯-୦୭-୧୬, ରାୟଗଡ଼ା । ଉତ୍ସର୍ଗୀକୃତ କବି ନିରଞ୍ଜନ ନାୟକ, ଟିକିରି ।

     
     

ବର୍ଷା ବୈଶାଳୀ ।

Rate the content


Originality
Flow
Language
Cover design

Comments

Post


Some text some message..