Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

3  

Amiya Bej

Others

ମୁକ୍ତି

ମୁକ୍ତି

1 min
6.7K


☞☞☞☞☞ ମୁକ୍ତି ☜☜☜☜☜
ପାଇବାର ମନ ନେଇ
ଯାଏ ଯେବେ ,
ଖାଲିହାତେ ଫେରିବାକୁ ଈ ହୁଏ ।
ହୁଏ ମନ ଉଣା ସତ଼
ଆଶାଟିଏ ତଥାପି ବି ଥାଏ ।
ପୁଣି ଥରେ ଯାଇ ଫେରୁଥାଏ ।
ଏଇ ଫେରା - ଲେଉଟାର,
ଖେଳ ଭିତରେ ଈ'
ମୁକ୍ତିର ବାଟ ଖୋଲି ଯାଇ ଥାଏ  ।।।।

♻♻♻  ଅମିୟ ବେଜ୍ ♻♻♻


Rate this content
Log in