Quotes New

Audio

Forum

Read

Contests


Write

Sign in
Wohoo!,
Dear user,
 ମୁକ୍ତି
ମୁକ୍ତି
★★★★★

© Amiya Bej

Others

1 Minutes   6.7K    7


Content Ranking

☞☞☞☞☞ ମୁକ୍ତି ☜☜☜☜☜
ପାଇବାର ମନ ନେଇ
ଯାଏ ଯେବେ ,
ଖାଲିହାତେ ଫେରିବାକୁ ଈ ହୁଏ ।
ହୁଏ ମନ ଉଣା ସତ଼
ଆଶାଟିଏ ତଥାପି ବି ଥାଏ ।
ପୁଣି ଥରେ ଯାଇ ଫେରୁଥାଏ ।
ଏଇ ଫେରା - ଲେଉଟାର,
ଖେଳ ଭିତରେ ଈ'
ମୁକ୍ତିର ବାଟ ଖୋଲି ଯାଇ ଥାଏ  ।।।।

♻♻♻  ଅମିୟ ବେଜ୍ ♻♻♻

ମୁକ୍ତି

Rate the content


Originality
Flow
Language
Cover design

Comments

Post

Some text some message..