କେବେ ଖୁଜିଛ କେ
କେବେ ଖୁଜିଛ କେ
କେବେ ଖୁଜିଛ
ଅନ୍ଧାର୍ ଭିତରେ ଧୋପ୍ ଫର୍ ଫର୍
ବଗ୍ ଲେଖେର୍ ଉକିଆଁ କେ
ଯେନ୍ ଉକିଆଁ କି ରାମ୍ ହେଇ ମାରି ଦେସି
କିଟକିଟିଆ୍ ରାବଣ ଲେଖେ ଅନ୍ଧାର କେ
ଜାଳି ଦେସି ଜୀବନର ହିଷାଁ ହଁକାର୍ କେ ।।
କେବେ ଖୁଜିଛ
ଦୁଃଖ୍ ଭିତରେ ସୁଖ୍ କେ
ଯେନ୍ ସୁଖ୍ ଘଡେ ହଉ କି ଛନେ
ମିଟେଇ ଦେସି ମନର ଘାଆ କେ
ଠିକ୍ ସେ ଦରଦର ମଲମ ଲେଖେ ।।
କେବେ ଖୁଜିଛ
ନିଜର୍ ଭିତରର୍ ରାମ କେ ,
କୃଷ୍ଣ କେ ଆଉ ଜଗନ୍ନାଥ କେ ,
ସତ୍ କେ ,ନିୟେ କେ
ଆଉ ଭାଇଭାବ୍ କେ ।।
ଖୁଜୁଛ ତ ଖାଲି
ନିଜର୍ ଭିତର୍ ର ହିଷାଁ
ହଁକାର୍ ଆଉ ଅନିୟେ କେ
ରାମ କେ ଛାଡି ରାବଣ କେ
କୃଷ୍ଣ କେ ଛାଡି କଁସ୍ କେ ।।
ପାରୁଛ ବେଳେ ପୁଡେଇ ଦିଅ
ମନର୍ ସବୁ ହିଷାଁ ,ହଁକାର୍ କେ
ସତ୍ ଆଉ ନିୟେ ର ଡବା ଘି ଥି
ଆଉ ନିଜର୍ କରି ପକ
ଇ ସତ୍ ,ନିୟେ ଆଉ ଭାଇଭାବ୍ କେ ।।