Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ଅନ୍ତଃସ୍ୱର-୭୮

ଅନ୍ତଃସ୍ୱର-୭୮

1 min
1.2K


ମୋ ଆଖିର ନିଦ 

ଯେ ତୁମେ 

ତୁମ ଆଖିରେ କରି ନେଇଛ 

ଆପଣାର 

ତୁମ ଅଜାଣତରେ 

କେମିତି ସେ କରିବ 

ପ୍ରତାରଣା 

ତୁମ ଭଳି

ସେ ତ ଯାହା ଦେଖେ ଛାପି ଦିଏ 

ଅବିକଳ ରୂପ ମନ ଭିତରେ

ଯେମିତି

ହଜିଲା ବିଛୁଡା ପ୍ରେମ

ଛାଡି ଚାଲିଯାଏ

କେବଳ 

ମଶାଣିକୁ ଗଲା 

ପରେ ---------------------------!

©®କାଶ୍ୟପ

ରାୟଗଡା


Rate this content
Log in