Quotes New

Audio

Forum

Read

Contests


Write

Sign in
Wohoo!,
Dear user,
କଣ ସତ ! ଏମି-ମୋ ପୃଥିବୀ ।
କଣ ସତ ! ଏମି-ମୋ ପୃଥିବୀ ।
★★★★★

© Ram Prasad Bisoi

Others

1 Minutes   1.2K    3


Content Ranking

କଣ ସତ ! ଏମି-ମୋ ପୃଥିବୀ ।

ତମ ସ୍ମୃତି ଏକ ରୂପା ଜହ୍ନ- ୧

ଆଜି ବି ମୁଁ ଘୁରି ବୁଲେ ମୋ ସହରର ସେଇ ରାସ୍ତାରେ ଯେଉଁଠି ଥିଲା ତମ ଘର , ସେଇ ଛକ ସେଠି ସେମିତି ଠିଆ ହେଇଛି ଯେଉଁଠି ତମେ ଦେଖି ଥିଲ ମତେ ପ୍ରଥମ ଥର , ତମେ ତ ସେ ଘର କେବେଠୁ ଛାଡ଼ି ଚାଲି ଗଲଣି ହେଲେ ମୋ ହାତ ଲେଖା ଚିଠିଟି ସେହିଠି ସେମିତି ପଡି ରହିଛି ତମ ଫେରିବା ରାସ୍ତାକୁ ଚାହିଁ ।

ଅନୁବାଦକ ରାମ ପ୍ରସାଦ ବିଶୋଇ ରାୟଗଡ଼ା ।

କଣ ସତ ! ଏମି-ମୋ ପୃଥିବୀ ।

Rate the content


Originality
Flow
Language
Cover design

Comments

Post

Some text some message..