Audio

Forum

Read

Contests

Language


Write

Sign in
Wohoo!,
Dear user,
ସଂଳାପ-୨୨
ସଂଳାପ-୨୨
★★★★★

© Ram Prasad Bisoi

Others

1 Minutes   6.5K    4


Content Ranking

ସଂଳାପ-୨୨
 
ତଥାଗତ 
ଯଦି ପାରୁଛ 
ଆଜିର ଦ୍ୱେତ ଭୂମିକାରେ ଅଭିନୟ 
କରି ଦେଖ,
ତୁମ ଚାରୋଟି ସତ୍ୟ 
ଜନ୍ମ,ଜୀବନ,ଜରା, ମୃତ୍ୟୁ  
ଭୁଲିଯିବ,
ଭୁଲିଯିବ ,
ତୁମ ସିଦ୍ଧାନ୍ତ 
ରହି ଅମଣିଷଙ୍କ 
ଗହଳି ଭିତରେ-----------------!
 
କାଶ୍ୟପ
ରାୟଗଡା

ସଂଳାପ-୨୨

Rate the content


Originality
Flow
Language
Cover design

Comments

Post


Some text some message..