Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Others

2  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ମୃତ୍ୟୁ

ମୃତ୍ୟୁ

1 min
6.9K


ସଠି ଘରର ଏନ୍ତୁଡି ନିଆଁଠାରୁ ....

ମଶାଣିନିଆଁ ପର୍ଯ୍ୟନ୍ତ .

କିଛି ପାଇବାର ଆଶା

ଆଉ କିଛି ହରାଇବାର ଭୟ !!

ମାନସ ପଟ୍ଟରେ

ଉକିଂମାରେ

କିଛି ସ୍ମୃତି କିଛି ବିସ୍ମୃତି

ଭଲପାଇବାର.ପ୍ରତାରଣାର...

ତଥାପି !!

ଏ ଲୋଭି ମଣିଷ ଜୀଇଁବାକୁ ଭଲପାଏ

ଅନ୍ତିମ ନିସ୍ୱାଶ ପର୍ଯ୍ୟନ୍ତ ..।


Rate this content
Log in