Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Surjyakanta Dash

Others

3  

Surjyakanta Dash

Others

କାଳ

କାଳ

1 min
151



କେତେ ମୂଲ୍ୟହୀନ ଏ ଜୀବନ

ସବୁ ନିରର୍ଥକ୍

ଆଶା , ଅଭିଳାଷା, ସ୍ବପ୍ନ

ଏଠି ସବୁ ଏକାକାର

ଯୁଇର ନୀଆଁରେ

ଅଗ୍ନିର ଉଦ୍ଭାସିତ ଶିଖା

ଚେତେଇ କହୁଅଛି

ବାରମ୍ବାର ।

ହେ ଅମୃତ ମାନବ

ତୁମେ କଣ କିଛି ଭାବିପାରୁନ ?

ମୋତେ ଦେଖି !

ଯଦି ଶିଖିନ ?

ଏବେଠୁ ଶିଖିଯାଆ

ଯଦି ବାଟବଣା ତୁମେ

ତା ହେଲେ ଠିକ୍ ରାସ୍ତା

ଧରିନିଅ , ଅବିଳମ୍ବେ

ତୁମର ଏ ରକ୍ତ ମାଂସର ଶରୀର

ଆଉ କେତେଦିନ ?



Rate this content
Log in