Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Krushna Chandra Dakua

Others

5.0  

Krushna Chandra Dakua

Others

ପ୍ରେମିକ ପ୍ରବର

ପ୍ରେମିକ ପ୍ରବର

1 min
185


ସୂର୍ଯ୍ୟ ଚନ୍ଦ୍ର ପ୍ରେମିକ

ସୂର୍ଯ୍ୟଙ୍କୁ ଦେଖିଲେ

ପହିଲି ସକାଳେ

ମୋ ଛାତି

ଉଲ୍ଲାସିତ ହୁଏ ।

ଆହେ ମୋ ମନ

ମୟୂରୀ ପ୍ରେମିକ ପ୍ରିୟା

ତୁମ ଦରଶନେ

ମୋ ଦିନ ଆରମ୍ଭ ହୁଏ ।

ହାଏରେ ମୁଁ

ଦୁନିଆ ଦାଣ୍ଡରେ

ଚିତ୍ତ ମନେ

ସଭିଙ୍କୁ କୁହେ

ଦିନବେଳେ ତୁମେ

ଦରଶନ ଦିଅ

ସନ୍ଧ୍ୟାରେ ଉଭେଇ ଯାଅ ।

ରାତି ହେଲେ ତୁମେ

ଚନ୍ଦ୍ର ହୋଇ ଆସ

ମୁଁ ଭାବେ ତୁମକୁ

ତୁମେ ମୋ ସ୍ନେହମୟୀ

ସୁନ୍ଦରୀ ପ୍ରିୟା

ରୂପ ବଦଳାଇ

ମୋ ପାଖକୁ ଆସିଛ

ନିଜେ ହସି ମତେ ହସାଉଛ ।



Rate this content
Log in