ମୋ ସୌଧର ଦେବୀ
ମୋ ସୌଧର ଦେବୀ
ମୋ ସୌଧର ଦେବୀ ତୁମେ
କି ରୂପେ କରିବି ତବ ବନ୍ଦନ ,
ତଵ ପ୍ରେମ ପୁଷ୍ପେ ପ୍ରଫୁଲ୍ଲ ବଦନେ
ସୁରଭିତ ଏ ଜୀବନାୟନ ।
ମୋ ସୌଧର ଦେବୀ ତୁୁମେ
କି ରୂପେ କରିବି ତୁମକୁ ଅର୍ପଣ
ତବ ପ୍ରତିଦାନେ କୁୁୁସୁମିିିତ ମୋର
ବାଲ୍ୟ, କୈଶୋର, ଯୌବନ ।
ସୌଧ ଦେବାଳୟ ,ସୌଧ ପ୍ରାସାଦର
ସୌଧ ସୌଧରେ ଶୋଭିତ
ଦେବୀ ମାନମୟୀ , ଦେବୀ ମୄନ୍ମୟୀ
ଦେବୀ ମୟ ଏ ଜଗତ ।