Audio

Forum

Read

Contests

Language


Write

Sign in
Wohoo!,
Dear user,
କାରଣ ମୁଁ ପ୍ରେମିକା
କାରଣ ମୁଁ ପ୍ରେମିକା
★★★★★

© Khirodini Behera

Others

1 Minutes   7.0K    2


Content Ranking

ମୁଁ ଭୋଗିବାକୁ ପ୍ରସ୍ତୁତ

ନିତିନିତି ପ୍ରେମର ଯାତନା

ମୁଁ ସହିବାକୁ ପ୍ରସ୍ତୁତ ମଧ୍ୟ

ପ୍ରତି କ୍ଷଣ ପ୍ରେମର ବେଦନା ।

ମୁଁ ବାରଂବାର ମରିବାକୁ ପ୍ରସ୍ତୁତ

ତୋ ପ୍ରେମର ଶାଣିତ ଛୁରୀରେ

ମୁଁ ବାରଂବାର ପଥଭ୍ରଷ୍ଟ

ହେବାକୁ ପ୍ରସ୍ତୁତ

ତୋ ପ୍ରେମର ପବିତ୍ର ଇଙ୍ଗିତରେ ।

କ୍ଷୀରୋଦିନୀ ବେହେରା ( ସ୍ୱପ୍ନା )

ଭୁବନେଶ୍ୱର

ପ୍ରେମ ବେଦନା ପବିତ୍ର

Rate the content


Originality
Flow
Language
Cover design

Comments

Post


Some text some message..