କଲମ କି ବୁଝିବ ଯାତନାର ସ୍ପନ୍ଦନ ?
କଲମ କି ବୁଝିବ ଯାତନାର ସ୍ପନ୍ଦନ ?
1 min
1.5K
କଲମ କି ବୁଝିବ ଯାତନାର ସ୍ପନ୍ଦନ ?
କଲମ ଧରିଲେ କେତେ, ନ ଧରିଲେ କେତେ?
ଦୁଃଖ, କଷ୍ଟ, ଯାତନାର ସ୍ପନ୍ଦନ ବୁଝେ ସେହି ଲୁହ
ଝରିଯାଏ ଯେତେ ଭିତରେ ଆଉ ବାହାରେ ।।
( ଧରିତ୍ରୀ )