Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

2  

Amiya Bej

Others

❀✿ ଅପେକ୍ଷା ✿❀

❀✿ ଅପେକ୍ଷା ✿❀

1 min
6.9K


❀✿ ଅପେକ୍ଷା ✿❀

ନା'
କାହା ଶାପ - ଅଭିଶାପରେ...
ମନ ମାରି,
ହୃଦେ ଜାଳେ  ସଳିତା ।

ନା'
କାହା ନିନ୍ଦା - ଅପବାଦ ରେ ...
ଭାଗିଂପଡି,
ମୃତ୍ୟୁ ପାଇଁ ପ୍ରତୀକ୍ଷା ।।

ଅପେକ୍ଷା ତ ଖାଲି
ତୁମ ଥରେ ମାତ୍ର ସ୍ପର୍ଶର
ଦେଖି ନେବ,
କେମିତି ମୁଁ ପାଲଟିବି
' ପାଷାଣୀ ରୁ ଅହଲ୍ୟା ' ।।

❀✿ - ଅମିୟ ✿❀


Rate this content
Log in