Audio

Forum

Read

Contests

Language


Write

Sign in
Wohoo!,
Dear user,
ସଂଳାପ-୭୫**
ସଂଳାପ-୭୫**
★★★★★

© Ram Prasad Bisoi

Others

1 Minutes   6.6K    5


Content Ranking

ସଂଳାପ-୭୫**
 
ତଥାଗତ,ପ୍ରେମିକ ହିଁ କେବଳ ପାପୀ,କାହିଁକି ? 
ପ୍ରେମର ଅନ୍ୟ ପାର୍ଶ୍ବରେ ପ୍ରେମିକା ଟିଏ ,ଛିଡା ହୋଇଥାଏ,
ସେ କଣ ସେ ପାପର ଭାଗିଦାର ନୁହେଁ?
କାରଣ, ସେ  ପ୍ରକୃତି ,
ବିଫଳତାର ଶ୍ରେୟ ଯାଏ, ପ୍ରେମିକ ନିକଟକୁ, ଆଉ ସଫଳତାର ଶ୍ରେୟ
ପ୍ରେମିକାଙ୍କ ନାମେ,
ତଥାଗତ,
ତୁମେ କୁହ ପରା ପ୍ରେମ ପବିତ୍ର, ତାହେଲେ ପ୍ରେମିକ କଳଙ୍କିତ କାହିଁକି ?  
ପାପର ସ୍ଥାନ ପ୍ରେମରେ କେଉଁଠି ?
 
©®କାଶ୍ୟପ,ରାୟଗଡା ।
 
 
 
 

ସଂଳାପ-୭୫**

Rate the content


Originality
Flow
Language
Cover design

Comments

Post


Some text some message..