ସଂଳାପ-୭୫**
ସଂଳାପ-୭୫**
1 min
6.6K
ସଂଳାପ-୭୫**
ତଥାଗତ,ପ୍ରେମିକ ହିଁ କେବଳ ପାପୀ,କାହିଁକି ?
ପ୍ରେମର ଅନ୍ୟ ପାର୍ଶ୍ବରେ ପ୍ରେମିକା ଟିଏ ,ଛିଡା ହୋଇଥାଏ,
ସେ କଣ ସେ ପାପର ଭାଗିଦାର ନୁହେଁ?
କାରଣ, ସେ ପ୍ରକୃତି ,
ବିଫଳତାର ଶ୍ରେୟ ଯାଏ, ପ୍ରେମିକ ନିକଟକୁ, ଆଉ ସଫଳତାର ଶ୍ରେୟ
ପ୍ରେମିକାଙ୍କ ନାମେ,
ତଥାଗତ,
ତୁମେ କୁହ ପରା ପ୍ରେମ ପବିତ୍ର, ତାହେଲେ ପ୍ରେମିକ କଳଙ୍କିତ କାହିଁକି ?
ପାପର ସ୍ଥାନ ପ୍ରେମରେ କେଉଁଠି ?
©®କାଶ୍ୟପ,ରାୟଗଡା ।