ଚତୁର୍ଥ ଦିବସ ନବରାତ୍ରୀ
ଚତୁର୍ଥ ଦିବସ ନବରାତ୍ରୀ
1 min
166
ଚତୁର୍ଥ ଦିନରେ କୁଷ୍ମାଣ୍ଡ ରୂପରେ
ବିଜେ ହେବେ ମାତା ଆସି ମଣ୍ଡପରେ
ହୃଦତଳେ ରଖି ସାଧୁମତି ଭକ୍ତି
ପାଇଯିବେ ମୁକ୍ତି ଯେତେ ଥିବେ ତପି
ମାଗୋ ମହାମାୟୀ ଜଗତପାଳିନୀ
ମାଗୋ କୁଷ୍ମାଣ୍ଡା ତୁ ତ୍ରିତାପ ହାରିଣୀ
ତୁ ଉମା ପର୍ବତନନ୍ଦିନୀ ହିମାଦ୍ରୀ
ତୁହି ଅନ୍ନପୂର୍ଣ୍ଣା ଗୌରୀ ମାହେଶ୍ଵରୀ।