padmaja pati
Others
ଚାରୋଟି ଅକ୍ଷରେ ନାମ ମୋହର
ସଭିଙ୍କର ମୁହିଁ ଭାରି ନିଜର l
ଦ୍ଵିତୀୟ, ତୃତୀୟ କରିଲେ ଯୋଗ
ପାଗଳ ଅବସ୍ଥା ସୂଚାଏ ଆଗ l
ପ୍ରଥମ, ଚତୁର୍ଥ ମିଶାଇ ଦେଲେ
ଆଭୋଗାଡ୍ର ସଂଖ୍ୟା ବୁଝାଏ ଭଲେ l
ଏ ଉତ୍ତରଟି ଯିଏ କହିବ
ଦିନେ ନା ଦିନେ ସେ ମୋତେ ଭେଟିବ l
ଝିଟିପିଟିଟିଏ ମ...
ଜିଆ ମୁଁ କହୁଛି...
ବାପାଟିଏ ମୁଁ
ମୂଷାଟିଏ ମୁଁ
ପ୍ରକୃତି ମୁଁ
ଉଇଟିଏ ମୁଁ
କାଉଟିଏ ମୁଁ
ହାତୀଟିଏ ମୁଁ
ବେଙ୍ଗଟିଏ ମୁଁ
ବିଲେଇଟିଏ ମୁଁ