Audio

Forum

Read

Contests

Language


Write

Sign in
Wohoo!,
Dear user,
ଅତି ଆପଣାର
ଅତି ଆପଣାର
★★★★★

© Ranita Swain

Others

1 Minutes   7.1K    8


Content Ranking

ଲାଗୁଥିଲା ଘର ଭିତରେ

ଝରକାଟି ଖୋଲି ଦେଲି

ଚଗଲା ପବନଟା କୋଉଠି ଥିଲା କେଜାଣି

କିଛି ଖୁସି ବୋଳି ଦେଇ ଗଲା ମୋ ମୁଁହରେ

ହସିଦେଲି

ସେ କହିଲା

ତୁମେ ହସି ଦେଲେ ଭାରି ଭଲ ଦିଶ,,,,।

ସତରେ ଖୁସି ନିଜ ଭିତରେ

ଆଉ ହସ ଏତ

ଅତି ଆପଣାର,,,।

ଝରକା ପବନ ହସ

Rate the content


Originality
Flow
Language
Cover design

Comments

Post


Some text some message..