Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ଜୀବନ---କେଇ ବୁନ୍ଦା ଲୁହର ସମାହାର

ଜୀବନ---କେଇ ବୁନ୍ଦା ଲୁହର ସମାହାର

1 min
6.6K


ଜୀବନ---କେଇ ବୁନ୍ଦା ଲୁହର ସମାହାର

ଜୀବନ------------------? ଏକ ପ୍ରଶ୍ନ ଯଦି ହୁଏ ବର୍ତ୍ତମାନ ଏବଂ ସବୁଦିନ ପାଇଁ କିଏ ? ନେବ ତାର ଉତ୍ତର ଦାୟିତ୍ୱ , ବର୍ତ୍ତମାନ, ଏକ ପ୍ରବାହମାନ ଘଟଣାବଳୀର ଅଂଶବିଶେଷ କିଛି ଅନିଶ୍ଚତା ଓ କିଛି ଅଶାର ସମାହାର ରାତ୍ରିର କାଳିମା ଭିତରେ ଲୁଚି ଥିବା ସତ୍ୟ, ସବୁଦିନ ପାଇଁ କିଏ ? ବାନ୍ଧି ପାରେ ସମ୍ପର୍କ ର ସେତୁ , ସମ୍ପର୍କ ବି ତ କ୍ଷଣ ଭଙ୍ଗୁର, ନିର୍ଭର କରେ ଅନିଶ୍ଚିତ ପ୍ରତିଶୃତି ଉପରେ ସବୁ ତ ଖାଲି ମାୟା ସମସ୍ତେ ତ ଏଠି ସ୍ଵାର୍ଥ ମନ୍ଦିର ର ନିଃସ୍ୱାର୍ଥପର ପୂଜକ, ବିଚରା ସ୍ୱାସ୍ଥ୍ୟ ଜୀବନର ବି କରେ ଆର୍ତ୍ତନାଦ, ଶାଗୁଣା ,ବିଲଆ ଯେ ସାଜି ବସିଛନ୍ତି ଚିକିତ୍ସକ, ଜୀବନ - ଏକ ଆର୍ତ୍ତନାଦ ରୁ ଆରମ୍ଭ , ଏକ ଆର୍ତ୍ତନାଦ ରେ ଶେଷ, ଅବଶେଷ ଖାଲି ଜନ୍ମ- ପରିଚୟହୀନ, ମୃତ୍ୟୁ- ପରିଚିୟଗତ ପ୍ରାଣହିନ ଶରୀର , ଅବଶେଷ -ଅନିଶ୍ଚିତ ସମ୍ପର୍କ, ଖାଲି--------------------------। " ଜୀବନ---କେଇ ବୁନ୍ଦା ଲୁହ ର ସମାହାର ""

ରାମ ବିଶୋଇ (କାଶ୍ୟପ) ରାୟଗଡ଼ା । ତା-୨୬-୦୬-୧୬ , ସମୟ-ରାତ୍ର-୯ ।


Rate this content
Log in