Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Others

2  

Ansuman Swain

Others

ଭାବ ଚନ୍ଦନ

ଭାବ ଚନ୍ଦନ

1 min
7.0K


ଭାବ ଥିଲେ ହୃଦେ ହସେ ଆମ ମନ,

ହସେ ଆମ ପରିବେଶ ,

ଅଭାବରେ ଥିଲେ ଖାଲି,ଖାଲି ଲାଗେ,

ଘଟେ ସବୁରି ବିନାଶ ।

ଦୁଇ ହସ୍ତ ବନ୍ଧୁ ସଦା ସ୍ଵଛ ଥିଲେ ,

ଶତୃ ନ ପଶେ ପାଖର,

କଳଙ୍କର ଛାୟା କେବେ ନ ଲାଗଇ ,

ହସେ ଆମ ପରିବାର ।

ସତ୍ୟ ପଥେ ଥିଲେ ଆନନ୍ଦ ମିିିଳଇ,

ଜଣା ପଡେ ନାହିଁ କଷ୍ଟ ,

ସବୁରି କ୍ଷେତ୍ରରେ ସଫଳ ମିିିଳଇ,

କରାଏ ନିଜକୁ ଶ୍ରେଷ୍ଠ ।

ଦୁଃଖିଙ୍କ ଦୁଃଖରେ ଶାହା ହେଉଥିଲେ,

ମିିିଳଇ ସକଳ ସୁଖ ,

ସବୁୁୁଦିନ ପାଇଁ ହସୁୁୁଥାଏ ମନ ,

କେବେ ଆସେ ନାହିଁ ଦୁଃଖ ।




Rate this content
Log in