ବିଶ୍ବ ଦେଖିବ ଭାରତ ସାହାସୀ ବୀର
ବିଶ୍ବ ଦେଖିବ ଭାରତ ସାହାସୀ ବୀର
ବେଇମାନ ସାଜି ପାକିସ୍ତାନ ଆଜି
କୁକୁରଠୁ ହେଲୁ ହୀନ
କୁକୁର ଭଳିଆ ବୁଦ୍ଧିଟା ତୋହରି
ନେଇଯିବ ତୋର ପ୍ରାଣ
ପ୍ରାଣ ପାଇଁ ତୁରେ ଭିକ୍ଷା ମାଗୁଥିବୁ
ଦେବୁ ନାହିଁ ତୋତେ କ୍ଷମା
ତୋର ପାକିସ୍ତାନେ ଘରେ ଘରେ ପସି
ଫୁଟେଇବୁ ଆମେ ବମା
ଇଟାର ଜବାବ ପଥରରେ ଦେବୁ
ଅପେକ୍ଷା କରେ ତୁ ମୁର୍ଖ
ଶହ ଶହ ବୀର ପସି ତୋ ଦେଶରେ
ଭାଙ୍ଗିବେ ତୋ ଦେଶ ଦୁର୍ଗ
ଶୋଇଥିବା ସଂହିକୁ ଜାଗ୍ରତ କରିଛୁ
ଭୋଗିବୁ ତା ପରିଣାମ
ତୋ ଦେଶ ଇତିହାସ ମାଟିରେ ମିଶେଇ
ନେବୁ ପ୍ରତିଶୋଧ ଆମ
ଘରେ ଘରେ ପସି ନିଶ୍ଚିନ୍ନ କରିବୁ
ରକତେ ଖେଳିବୁ ହୋଲି
ଭାବିବୁରେ ଶଳା ମୁର୍ଖ ପାକିସ୍ତାନ
ମୁଁ କେଡେ କୁକର୍ମ କଲି
ଶ୍ମଶାନଟେ ହବ ପାକିସ୍ତାନ ଭୂଇଁ
ଫେରିବୁ ଭାରତ ବୀର
ବିଶ୍ବ ଇତିହାସ ଦେଖିବ ଭାରତ
କିଭଳି ସାହାସୀ ବୀର.....
ପ୍ରେମ୍ କବି ଜଗବନ୍ଧୁ ସାହୁ