ଲୁହ
ଲୁହ
1 min
6.8K
ପ୍ରତାପ ନାୟକ
୭୦୦୮୦୫୪୨୮୨
ମୁଁ ଏକ .....
ଆଚମ୍ବିତ ପୃଥିବୀ ଉପରେ
ଅଘୋଷିତ ମେଘ...!
ଦେଖାଏନା କଳା ଘୁମର ବାଦଲ ଫାଙ୍କରୁ ତାଣ୍ଡବ .....
ଅବା ବଗପଖିଆ ହଂସୁଲି ଓଢଣା ତଳୁ ଦେଖାଏନା ମୋର ଧାରେ ହସ .....
ଅଘୋଷିତ ଭାବେ...
ଛିନ୍ ଭିନ୍ କରିପାରେ ତୋର ପ୍ରିତୀର ସଂସାର ...
କିବା ମୋ ବିଦ୍ରୁପରେ ଭସେଇପାରେ
ନଡାଛପର ଘର...
ତାଟିଆ ଧରାଏ ପିଲାକୁ ତୋର ...
ଭରିବାକୁ ଛାଡିଦିଏ ତା ଦେହରେ ଆଉକାର ବଡଲୋକି ପଣ ....
କହିଁକିନା ...?
ମୁଁ ଏକ ....
ଆଚମ୍ବିତ ପୃଥିବୀ ଉପରେ
ଅଘୋଷିତ ମେଘ....!