Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Minakshi Samal

Others

2  

Minakshi Samal

Others

ଭୂଲ

ଭୂଲ

1 min
412


ମାପକାଠିଟିଏ

ବନାହୋଇ ରହିଛି

କେଉଁ ଆବହମାନ କାଳରୁ

ଭଲ ଆଉ ଭେଲ ର

ଠିକ୍ ଆଉ ଭୁଲର।

ସମସ୍ତ କାମ ଯାହା

ଖୁସି ଦିଏ ଅନ୍ୟକୁ,

ଯାହା ସମାଜ ପାଇଁ

ହିତକାରୀ,

ଯେଉଁକାମ ପାଇଁ ମିଳେ

ହାତ ତାଳି ଓ ସାବାସୀ

ଯେଉଁ କାମ ପାଇଁ

ମଣିଷ ଅମରତ୍ବ ଲାଭ କରେ

ଅଗଣିତ ଜନତାଙ୍କ ସ୍ମୃତିପଟରେ

ତାହାକୁ ନାମ ଦିଆଯାଏ 'ଭଲ'।


ଭଲର ବିପରୀତ ଦିଗରେ ଗଲେ

ବା ତା'ର ବିପରୀତ

କାର୍ଯ୍ୟ କଲେ

ତାହା ହୁଏ ଭେଲ

ଯାହାକୁ କେହି କରନ୍ତିନି ପସନ୍ଦ

କାରଣ

ତାହା ଥାଏ ଭୂଲ।


*** ମିନାକ୍ଷୀ ସାମଲ ***


Rate this content
Log in