STORYMIRROR

Manasmita Parida

Others

3  

Manasmita Parida

Others

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

1 min
367


ହେ ସଖୀ!

    ତୁମେ ଅଟ ମୋ ପ୍ରଣାପକ୍ଷୀ।

ସଦା କଥା କୁହ 

     ମୋ ମନ ରଖି।।

ପାଖେ ପାଖେ ଥାଅ ସଦା 

     ମୋତେ ଜଗି।

 କଥା ତୁମର ଯେତେ କୋମଳ 

     ହୃଦୟ ତୁମର ସେତେ ବିଶାଳ ।।

ଉପଦେଶ ଦିଅ ଗୁରୁଙ୍କ ପରି 

     ଯତ୍ନ ନିଅ ମୋ ମା' ପରି ।

ଦୁଃଖ ସମୟେ ପାଖେ ଥାଅ 

     ଅଭାବରେ ସାହା ହୁଅ ।।

ଆମ ସମ୍ପର୍କ କେବଳ ନୁହଁଇ ସଂଜ୍ଞା

     ତେଣୁ କେବେ ମୁଁ କରିନି ବାଖ୍ୟା ।

ପ୍ରଭୁ ଆମ ସମ୍ପର୍କର ସାକ୍ଷୀ 

     ତୁମେ ହେଉଛ ମୋ ପ୍ରିୟ ସଖୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍