Audio

Forum

Read

Contests

Language


Write

Sign in
Wohoo!,
Dear user,
 ସଂଳାପ-୪୬
ସଂଳାପ-୪୬
★★★★★

© Ram Prasad Bisoi

Others

1 Minutes   6.5K    1


Content Ranking

#ତାଙ୍କଠିକଣା***
ଅନାମିକା
ଅଳ୍ପ ହାତ ବଢ଼ାଇ ତ ଦେଖ,
ଶୁଖିଲା ହୃଦୟ ମାଟିକୁ ଭିଜାଇ ତ ଦେଖ , ନିରଖି କଣ ? ଖାଲି ଦେଖି ଚାଲିଥିବି ,ତୁମ ଚେହେରା 
ବାକି ତକ ଜୀବନ
ନେଇ ନିଷବ୍ଧତା ଓ ନିଷିର୍ଦ୍ଧତା,
କେତେଦିନ 
ବନ୍ଧୁମାନଙ୍କ ସହ ବୁଲି ବାଣ୍ଟି ଚାଲିଥିବ ହସ ଲୁହ 
ହୋଇ ଲୋକହସା ପଚାରି 
ତାଙ୍କ ଠିକଣା----!
©®କାଶ୍ୟପ ରାୟଗଡା ।

ସଂଳାପ-୪୬

Rate the content


Originality
Flow
Language
Cover design

Comments

Post


Some text some message..