ଭୋର
ଭୋର
1 min
1.2K
ଭୋର
କ୍ଳାନ୍ତି ଓ ବିଶ୍ରାନ୍ତି
ହାତ ଛନ୍ଦାଛନ୍ଦି
ପାଉଁଜିର ନିୟନ୍ତ୍ରିତ ରୁଣୁଝୁଣୁ
ଅସଜଡା
ଅନ୍ଧାରୀ ପଣତର ସୀମା
ଆଉ ଏକ ବିଦାୟୀ ଚୁମ୍ବନ
ଆଖି ନଖୋଲି
ଅନୁଭବ କରିବାର ବେଳ ।