❀❀ ପାପାଚାର ❀❀❀
❀❀ ପାପାଚାର ❀❀❀
1 min
6.9K
❀❀ ପାପାଚାର ❀❀❀
ଥରେ ଭାବିଦେଖ..
ମହାପାପୀରୁ
ବାଲ୍ମୀକି ହେବାଯାଏଁ ,
ସବୁଯାକ ତପସ୍ୟା ,
ର
ଆଉ ଏବେ -
ପ୍ରିୟ ମଣିଷରୁ
ରତ୍ନାକର ହେବାଯାଏଁ,
ଯେତେସବୁ ପାପାଚାର,
ର
କାରଣ ନୁହଁ କି' ତୁମେ ???
❀❀ ଅମୀୟ ବେଜ୍❀❀