Audio

Forum

Read

Contests

Language


Write

Sign in
Wohoo!,
Dear user,
❀❀ ପାପାଚାର ❀❀❀
❀❀ ପାପାଚାର ❀❀❀
★★★★★

© Amiya Bej

Others

1 Minutes   6.9K    4


Content Ranking

❀❀ ପାପାଚାର ❀❀❀

ଥରେ ଭାବିଦେଖ..
ମହାପାପୀରୁ 
ବାଲ୍ମୀକି ହେବାଯାଏଁ ,
ସବୁଯାକ ତପସ୍ୟା ,

ଆଉ ଏବେ -
ପ୍ରିୟ ମଣିଷରୁ
ରତ୍ନାକର ହେବାଯାଏଁ,
ଯେତେସବୁ ପାପାଚାର,

କାରଣ ନୁହଁ କି' ତୁମେ ???

❀❀ ଅମୀୟ ବେଜ୍❀❀

❀❀ ପାପାଚାର ❀❀❀

Rate the content


Originality
Flow
Language
Cover design

Comments

Post


Some text some message..