Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

2  

Amiya Bej

Others

✿ ଆଜ୍ ଫିର୍ ତୁମ୍ ପେ...✿

✿ ଆଜ୍ ଫିର୍ ତୁମ୍ ପେ...✿

1 min
7.2K


✿ ଆଜ୍ ଫିର୍ ତୁମ୍ ପେ...✿

ପ୍ୟାର୍ ଆୟା ହେ ....
ସତେ?
ପୁଣିଥରେ କାହିଁକି ?
ଭୁଲିନି ଏଯାଏଁ , 
ମୁହଁମୋଡ଼ି ଫେରିଯିବାର ସେ ଦିନକୁ ।
ତୁମ ଏଠିସେଠି ପଣିଆ କୁ ।
କାଇଁ ..?
ମିଳିଲାନି କି ସେଠି ମୋ ପରି -
ସରଳ
ବିହ୍ୱଳ
ସଜ୍ଜଳ ?
ହଉ ଫେରିଛ ଯେବେ ,
ଶୁଣିଯାଅ କାନଖୋଲି -

- " ଆଜ୍ ଫିର୍ ତୁମ୍ ପେ ପ୍ୟାର୍ ଆୟା ହେ " ।।।


Rate this content
Log in