Audio

Forum

Read

Contests

Language


Write

Sign in
Wohoo!,
Dear user,
✿ ଆଜ୍ ଫିର୍ ତୁମ୍ ପେ...✿
✿ ଆଜ୍ ଫିର୍ ତୁମ୍ ପେ...✿
★★★★★

© Amiya Bej

Others

1 Minutes   7.2K    3


Content Ranking

✿ ଆଜ୍ ଫିର୍ ତୁମ୍ ପେ...✿

ପ୍ୟାର୍ ଆୟା ହେ ....
ସତେ?
ପୁଣିଥରେ କାହିଁକି ?
ଭୁଲିନି ଏଯାଏଁ , 
ମୁହଁମୋଡ଼ି ଫେରିଯିବାର ସେ ଦିନକୁ ।
ତୁମ ଏଠିସେଠି ପଣିଆ କୁ ।
କାଇଁ ..?
ମିଳିଲାନି କି ସେଠି ମୋ ପରି -
ସରଳ
ବିହ୍ୱଳ
ସଜ୍ଜଳ ?
ହଉ ଫେରିଛ ଯେବେ ,
ଶୁଣିଯାଅ କାନଖୋଲି -

- " ଆଜ୍ ଫିର୍ ତୁମ୍ ପେ ପ୍ୟାର୍ ଆୟା ହେ " ।।।

✿ ଆଜ୍ ଫିର୍ ତୁମ୍ ପେ...✿

Rate the content


Originality
Flow
Language
Cover design

Comments

Post


Some text some message..