Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagabandhu Sahu

Others

2  

Jagabandhu Sahu

Others

ପ୍ରେମ ପ୍ରତାରଣା

ପ୍ରେମ ପ୍ରତାରଣା

1 min
1.4K


ପ୍ରେମ ହଜିଗଲା ପ୍ରତାରଣା ଦେହେ

ମନ ହେଲା ଚୁନା ଚୁନା

ଯୁଇ ଜାଳିବାକୁ ଆସିବୁ ଲୋ ଧାଇଁ

ଆଲୋ ମୋ ମନ ମଇନା

ମନ ଥିଲା ମୋର ସାଧା କାଗଜ ଲୋ

ଲେଖି ଥିଲି ତୋର ନାମ

ସେଥି ପାଇଁ ବୋଧେ ଛଳନା ଯୁଇରେ

ହଜିଲା ପ୍ରଥମ ପ୍ରେମ

ଏଇ ଜନମରେ କରି ପାରିଲିନି

ତୋତେ ମୋ ହୃଦୟ ରାଣୀ

କଥା ଦେଇ ତୋତେ ଯାଉଛି ସଜନୀ

ଆସିବି ତୋ ପାଖେ ପୁଣି


[ ପ୍ରେମ୍ କବି ଜଗବନ୍ଧୁ ସାହୁ ]

[ ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ ) ]


Rate this content
Log in