Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବେଦର ମାହାତ୍ମ୍ୟ
ବେଦର ମାହାତ୍ମ୍ୟ
★★★★★

© Hrushikesh Satpathy

Others

1 Minutes   6.8K    7


Content Ranking

ଅମ୍ଳାନତା,
ମଣିଷର ଶ୍ରେଷ୍ଠ ଅଳଙ୍କାର ।
ଅକ୍ଷୁର୍ଣ୍ଣତା,
ଈଶ୍ବରଙ୍କ ପୁଣ୍ୟ ଉପହାର ।

ପବିତ୍ରତା,
ଜୀବନର ଧାମ ମହାତୀର୍ଥ ।
ବିଭିଧତା,
ହୃଦୟରୁ ସର୍ବଦା ନିର୍ଗତ ।

ନଶ୍ବରତା,
ପ୍ରକୃତିର ଚିରନ୍ତନ ସତ୍ୟ ।
ନିସର୍ଗତା,
ଦେବତାଙ୍କ ଉଦ୍ଦେଶ୍ୟ ରହିତ ।

ହେ ମଣିଷ !
ଏ ସବୁ ତ ବେଦର ମାହାତ୍ମ୍ୟ ।
ଆସ ବନ୍ଧୁ !
ନିର୍ଦ୍ବନ୍ଦ୍ବରେ ହୋଇବା ବିଲୀନ ।

ଅଳଙ୍କାର ଉପହାର ମହାତୀର୍ଥ

Rate the content


Originality
Flow
Language
Cover design

Comments

Post

Some text some message..