ବେଦର ମାହାତ୍ମ୍ୟ
ବେଦର ମାହାତ୍ମ୍ୟ
1 min
6.8K
ଅମ୍ଳାନତା,
ମଣିଷର ଶ୍ରେଷ୍ଠ ଅଳଙ୍କାର ।
ଅକ୍ଷୁର୍ଣ୍ଣତା,
ଈଶ୍ବରଙ୍କ ପୁଣ୍ୟ ଉପହାର ।
ପବିତ୍ରତା,
ଜୀବନର ଧାମ ମହାତୀର୍ଥ ।
ବିଭିଧତା,
ହୃଦୟରୁ ସର୍ବଦା ନିର୍ଗତ ।
ନଶ୍ବରତା,
ପ୍ରକୃତିର ଚିରନ୍ତନ ସତ୍ୟ ।
ନିସର୍ଗତା,
ଦେବତାଙ୍କ ଉଦ୍ଦେଶ୍ୟ ରହିତ ।
ହେ ମଣିଷ !
ଏ ସବୁ ତ ବେଦର ମାହାତ୍ମ୍ୟ ।
ଆସ ବନ୍ଧୁ !
ନିର୍ଦ୍ବନ୍ଦ୍ବରେ ହୋଇବା ବିଲୀନ ।