Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagabandhu Sahu

Others

3  

Jagabandhu Sahu

Others

ନାହିଁ ମୋର ଚାଳ ଛପର

ନାହିଁ ମୋର ଚାଳ ଛପର

1 min
262


ଚାଳ ଛପରରେ ନାହିଁ ଘର ମୋର

ନାହିଁ ଯେ ମାଟିର କାନ୍ଥ

ସିମଣ୍ଟ ନଳାରେ ରହୁଅଛି ମୁହିଁ

ଦେଖ ହେ ଜଗତନାଥ


ସିମଣ୍ଟ ନଳାରେ ସଡକ ଉପରେ

ଶୀତରେ ଥରୁଛି ଛାତି

କେମିତି ମଉନେ ବସିଛ ଦେଉଳେ

ଦୀନବନ୍ଧୁ ଦୀନ ସାଥୀ

କେଉଁ ଜନମର କେଉଁ କର୍ମ ପାଇଁ

ଏତେବଡ ଶାସ୍ତି ଦେଲ

ଯାତନା ସବୁକୁ ମୋ ଭାଗ୍ଯରେ ଲଦି

ସୁଖ ମୋ ଛଡେଇ ନେଲ


ବନ୍ଧୁଟିଏ ଭାବି କଥାଟିଏ ମୋର

ରଖିବ ହେ ଶେଷ ଥର

ମରିଗଲା ପରେ ସରଗ ଦୂଆରେ

ପୋଡିହବ ଶବ ମୋର


[ ପ୍ରେମ୍ କବି ଜଗବନ୍ଧୁ ସାହୁ ]

[ ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ ) ]


Rate this content
Log in