ସଂଳାପ-୨୦ ***
ସଂଳାପ-୨୦ ***
1 min
1.3K
ସଂଳାପ-୨୦ ***
ତଥାଗତ ! ଜାଣେ ନା କାହିଁକି
ଜଳିବାକୁ ବାଧ୍ୟ କର ମତେ ।
ଆଲୁଅର ରୂପ ଦେଇଛ ଯେତେବେଳେ,
ଟିକିକ ଅନ୍ଧାରକୁ
ଆଲୋକିତ କରିବାକୁ ଦିଅ ।
ଲିଭିବା ପୂର୍ବରୁ ଆହୁରି
ତେଜିୟାନ ହେବାକୁ ଦିଅ,
ମୋ ଜଳିବା ସମୟ ପୂର୍ବରୁ ନିର୍ଦ୍ଧରିତ ,
ତିମିସ୍ ବି ଅତି ଭୟଙ୍କର ତଥାପି ଆଲୋକ---!
କାଶ୍ୟପ,
ରାୟଗଡା ।