Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajalaxmi Tripathy

Others

2  

Rajalaxmi Tripathy

Others

ମନ

ମନ

1 min
6.7K


ଅନ୍ଧାର ର ଆବର୍ତ୍ତ ରୁ

ଖୋଜି ଖୋଜି ବାଟଟିଏ

ବାଟ ହୁଡି ଯାଏ ମନ,

ଜର୍ଜରିତ ହୁଏ କେବେ

ଭିନ୍ନ ଏକ ଅଭାବବୋଧର

ବାଷ୍ପୀଭୂତ ଚେତନାରେ ।

ଅଦ୍ଭୁତ ଏ ମନ!

କେତେବେଳେ ବୁଝିଯାଏ

ହସକାନ୍ଦ ଆପଣାଇ

ସହିଯାଏ ଅନ୍ଧାର ର

ମାୟା ଅଂଜନକୁ,

ଖୋଲିବାକୁ ରହସ୍ୟଟି

ତା' ଅଲିଖିତ ଚୁକ୍ତି ର।

ପକ୍ଷୀ:

ବିଚିତ୍ର ଏ ପକ୍ଷୀ!

ମନ ସିନା ବୁଝିଯାଏ,

ପକ୍ଷୀ କିନ୍ତୁ ବ୍ୟସ୍ତ ଥାଏ

ଉଡାଣ ରେ ତାର।

ତା'ଆନ୍ତର ଆଭିଜାତ୍ୟ ସହ

ଉପଭୋଗ କରେ ସିଏ

ଆୟତ୍ତ ରେ ଥିବା ତାର

ଆକାଶ ର ଐଶ୍ୱର୍ଯ୍ୟ ସବୁକୁ।


Rate this content
Log in