Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Minakshi Samal

Others

2  

Minakshi Samal

Others

ଜୀବନ ସାଥୀ

ଜୀବନ ସାଥୀ

1 min
231



ମୋ ଜୀବନ ସାଥୀ ତୁମ ସାଥେ ମୋର

ସାତଟି ଜନମ ବନ୍ଧା

ତୁମେ ଆଉ ମୁଁ ଜନ୍ମ ଜନ୍ମାନ୍ତର

ପାଇଁ ହୋଇଥିବା ଛନ୍ଦା।


କେତେ ଝଡ ଝଞ୍ଜା ବହିଯେ ଯାଇଛି

ବରଷ ବରଷ ଧରି

ଶ୍ରୀ ଜଗନ୍ନାଥ ଙ୍କ ଆଶୀର୍ବାଦ ବଳେ

କରିଅଛେ ଆମେ ପାରି।


ହାତ ଧରାଧରି ହୋଇ ଚାଲୁଥିବା

ବାକିଅଛି ଯେତେ ପଥ

ହେ ଜୀବନ ସାଥୀ ମୋର ପ୍ରିୟତମ

ଚକାଆଖି ଆମ ମିତ।


ମିନାକ୍ଷୀ ସାମଲ


Rate this content
Log in