Audio

Forum

Read

Contests

Language


Write

Sign in
Wohoo!,
Dear user,
ଶୁଭଦାୟିନୀ ଶୁଭଦା
ଶୁଭଦାୟିନୀ ଶୁଭଦା
★★★★★

© Hrushikesh Satpathy

Others

1 Minutes   6.7K    5


Content Ranking

ଶୁଭଦାୟିନୀ ତୁ ଶୁଭଦା ମାଆ ଲୋ

ଶୁଭ ମୁହୂରତେ ଆସ ପ୍ରାଙ୍ଗଣେ,

ବରଦାୟିିନୀ ମା',ବରେଣ୍ୟ ବରଦା

ଅଭିଷିକ୍ତ ହୁଅ ପଦ୍ମ ଆସନେ !

ବୀଣାପାଣି ତୁମ ବୀଣାର ଝଙ୍କାରେ

ମୁଖରିତ କର ବିିିଶ୍ୱ ଭୁବନ,

ଵିଦ୍ୟାଦାୟିନୀ ଲୋ,ଵିଦ୍ୟାର ଆଲୋକେ

ଆଲୋକିିିତ କର ଅନ୍ଧ ଜୀବନ !

ଶାନ୍ତିଦାୟିନୀ ମା' ,ପ୍ରୀତି ପ୍ରଦାୟିିିନୀ

ଶାନ୍ତି ପ୍ରୀତି ଦୟା ସ୍ନେହ ଆକର,

ଭରିଦିଅ ଵିିଶ୍ୱ ପବିତ୍ର ପୁଲକେ

ସର୍ବ ଜନ ଏଠି ହେଉ ନିଜର !

ଶୁଭଦା ବରଦା ଵିଦ୍ୟାଦାୟିନୀ

Rate the content


Originality
Flow
Language
Cover design

Comments

Post


Some text some message..