Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

2  

Hrushikesh Satpathy

Others

ଶୁଭଦାୟିନୀ ଶୁଭଦା

ଶୁଭଦାୟିନୀ ଶୁଭଦା

1 min
6.7K


ଶୁଭଦାୟିନୀ ତୁ ଶୁଭଦା ମାଆ ଲୋ

ଶୁଭ ମୁହୂରତେ ଆସ ପ୍ରାଙ୍ଗଣେ,

ବରଦାୟିିନୀ ମା',ବରେଣ୍ୟ ବରଦା

ଅଭିଷିକ୍ତ ହୁଅ ପଦ୍ମ ଆସନେ !

ବୀଣାପାଣି ତୁମ ବୀଣାର ଝଙ୍କାରେ

ମୁଖରିତ କର ବିିିଶ୍ୱ ଭୁବନ,

ଵିଦ୍ୟାଦାୟିନୀ ଲୋ,ଵିଦ୍ୟାର ଆଲୋକେ

ଆଲୋକିିିତ କର ଅନ୍ଧ ଜୀବନ !

ଶାନ୍ତିଦାୟିନୀ ମା' ,ପ୍ରୀତି ପ୍ରଦାୟିିିନୀ

ଶାନ୍ତି ପ୍ରୀତି ଦୟା ସ୍ନେହ ଆକର,

ଭରିଦିଅ ଵିିଶ୍ୱ ପବିତ୍ର ପୁଲକେ

ସର୍ବ ଜନ ଏଠି ହେଉ ନିଜର !


Rate this content
Log in