Audio

Forum

Read

Contests

Language


Write

Sign in
Wohoo!,
Dear user,
 ପ୍ରଭାତ ଗୀତି (୪)
ପ୍ରଭାତ ଗୀତି (୪)
★★★★★

© Ashutosh Meher

Others

1 Minutes   6.6K    4


Content Ranking

 ।। ପ୍ରଭାତ ଗୀତି (୪) ।।

          ଆଶୁତୋଷ ମେହେର

ସୂରୁଜ କିରଣ ଝଟକେ ଆକାଶ

ତଳେ ଝଟକଇ ଦରିଆ ପାଣି,

ବିଚିତ୍ର ସୃଷ୍ଟି ଏ' ସୁନ୍ଦର ସୁନ୍ଦରେ

ପ୍ରଭୂଙ୍କ ଗଢଣି ସେ'ଏକା ଧାରେ ।। ୧ ।।

 

ହସଇ ସୂରୁଜ ଦୂର ଚକ୍ରବାଳେ

ଝଟକାଇ ସୁନାର କିରଣଧାର

ଉତ୍ତାଳ ତରଙ୍ଗ କୂଳେ ମଥା ମାରେ

ଚଲା ମଣିଷର ଜୀବନ ନଉକା ତୀରେ ।। ୨ ।।

 

ସଂସାର ସାଗରେ ପ୍ରଭୂକୂପା ବଳେ

ଧୀରେ ଆଗକୁ ବଢି ଯେ ଚାଲେ !! ।। ୩ ।।

 

              ***ସମାପ୍ତ***

 

#ପ୍ରଭାତ #ଗୀତି

Rate the content


Originality
Flow
Language
Cover design

Comments

Post


Some text some message..