Audio

Forum

Read

Contests

Language


Write

Sign in
Wohoo!,
Dear user,
ପାଗଳର ପ୍ରଳାପ-୯
ପାଗଳର ପ୍ରଳାପ-୯
★★★★★

© Ram Prasad Bisoi

Others

1 Minutes   6.7K    7


Content Ranking

ଚୌକି----------------!

ତୋ ମହିମା ଅପାର,

କ୍ଷମତାର ମାପ ଦଣ୍ଡ ,

ଜଣେ ଛାଡିବାର

ଖାଲି ବାକି

ଆଉ ଜଣେ କଟାରରେ

ତତ୍ପର ବସିବାକୁ

ପ୍ରକାର ଭେଦ

ତୁ ଯାହା ହ ପଛେ

ତୁ ଆଣି ଦେଉଥିବା

ପ୍ରତିପତ୍ତିର

ଆଜ୍ଞା ! ହୁଜୁର୍ ଅନେକ ,

ପ୍ରଥମ ଦ୍ଵିତୀୟ ଶ୍ରେଣୀ

ସରକାରୀ କର୍ମଚାରୀଙ୍କ

କଥା ନିଆରା

ତୃତୀୟ ଶ୍ରେଣୀ

ବିଚାରା ,

ପର ସାହି ଲାଙ୍ଗୁଡ଼ ଯକା

ପର ସାହି କୁକୁର,

ଭୁକିଲେ କହିବେ

ପାଗଳର ପ୍ରଳାପ ।

ରାମ ପ୍ରସାଦ ବିଶୋଇ,କାଶ୍ୟପ ।

ସକାଳ-୧୧ ଟା,ତା-୨୦-୦୫-୧୬,

ରାୟଗଡ଼ା-୯୪୩୭୨୩୪୪୭୩

ମହିମା ତତ୍ପର ସରକାରୀ

Rate the content


Originality
Flow
Language
Cover design

Comments

Post


Some text some message..