Audio

Forum

Read

Contests

Language


Write

Sign in
Wohoo!,
Dear user,
ନଚିକେତା
ନଚିକେତା
★★★★★

© Ram Prasad Bisoi

Others

1 Minutes   6.5K    1


Content Ranking

#ନଚିକେତ ।

କାହାର ନୁହେଁ ମୁଁ ଅତୀତ,

ନା ବର୍ତ୍ତମାନ,

ନା ଅନିର୍ଦ୍ଧିଷ୍ଟ ଭବିଷ୍ୟତ,

ଆବହମାନ କାଳରୁ

ସମୁଦ୍ରକୂଳେ ଥିବା

ଭଙ୍ଗା ସିମେଣ୍ଟ ବେଞ୍ଚରେ ବସିଥିବା

ସବୁଠାରୁ ବୟୋଜ୍ୟେଷ୍ଠ

ବୃଦ୍ଧ,

ଲୋଭ,ମୋହ,ମାୟା

ସବୁ ତୁମର,

ତୁମେ ଆସିବ ଓ ଚାଲିଯିବ,

ମୁଁ କିନ୍ତୁ ସେମିତି ବସିଛି,

ବସି ଚାଲିଥିବି,

ଅଜେୟ,ଅମର,

ଅନ୍ତଃହୀନ,

ତମେ ଡାକିପାର ମତେ

ନଚିକେତା-------!

ନଚିକେତା

Rate the content


Originality
Flow
Language
Cover design

Comments

Post


Some text some message..