Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pratap nayak

Others

3  

pratap nayak

Others

ଆସିବକି ଏସନ

ଆସିବକି ଏସନ

1 min
96



ପାଦଚଲା ଫଗୁଣ

ରତିମେଳେ ବସନ୍ତ

ନିରିମାଖୀ ଶ୍ରାବଣ

ଅଶାନ୍ତ,ଉଦ୍ଦାମ ଭରା ବୈଶାଖ

କେତେ ରାଗଋଷା ମେଲଣ 

ପୁଣି ,

ତା ଭିତରେ ପ୍ରିତୀଭରା ଚନ୍ଦନ

ମୁରୁକି ହସ ଗୁମୁରା ରାଣ

ତୋର ମୋର ଯେତେକ ସବୁ ଭିଆଣ ।


ଆଡଆଡ ନୟନ 

ହୁତାସନ ସ୍ପନ୍ଦନ

ଲୀଳାଖେଳା ଉପବନ 

ତୃଷାଭରା କମ୍ପନ ।


ଏମିତି ବି ହୁଏ ସିଏ 

ଋତୁମତୀ ଋତୁବତୀ ସପନ

ଖୋଜିବୁଲେ ତାକୁ ଥରେ

 ଆସିବକି ଏସନ

ଆସିବକି ଏସନ ।


Rate this content
Log in