Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Others Romance

3  

Writer Roja Panda

Others Romance

କୁହ କାହିଁକି

କୁହ କାହିଁକି

1 min
7K


ଭୁଲିଯିବା ପାଇଁ ମନ ଯଦି ଥିଲା,

ଭଲ ପାଉଥିଲ କାହିଁକି ।

ବ୍ୟଥା ଦେବାପାଇଁ ମନ ଯଦି ଥିଲା,

ଆନନ୍ଦ ଦେଲ ଯେ କାହିଁକି ।

ପର ହେବା ପାଇଁ ମନ ଯଦି ଥିଲା ,

ଆପଣାର କଲ କାହିଁକି ।

ଛାଡି ଯିବାପାଇଁ ମନ ଯଦି ଥିଲା,

ସାଥି ହୋଇଥିଲ କାହିଁକି ।

କହିବ କି ସାଥି , ଦୋଷ ମୋ କେଉଁଠି

ମୋ ପ୍ରେମରେ କେବେ ଥିଲା କି ଛଳନା

ମିଥ୍ୟା ,ଅଭିମାନ,ବାହାନା

ବିଷୟ କାମନା ଓ ପ୍ରତାରଣା

ତେବେ ଯନ୍ତ୍ରଣା ସହି ମୁଁ ପାରେନା କାହିଁକି ।

ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ , ନେତାଜୀ ନଗର, ମଧୁପାଟଣା

କଟକ-୭୫୩୦୧୦


Rate this content
Log in